ADMX Viewer
Microsoft.Policies.Clipchamp• Both

Clipchamp ଡେସ୍କଟପ୍ ଆପ୍ଲିକେସନ୍ ସକ୍ଷମ କରନ୍ତୁ

Download ADMX

ଏହି ପଲିସି ସେଟିଂ ଏହି ମେସିନ୍‍‌ରେ Clipchamp ବ୍ୟବହାର କରିବାକୁ ଅନୁମତି ଦିଏ । ଯଦି ଆପଣ ଏହି ପଲିସି ସେଟିଂ ସକ୍ଷମ କରନ୍ତି କିମ୍ବା ବିନ୍ୟାସ କରନ୍ତି ନାହିଁ, ତେବେ Clipchamp ଡେସ୍କଟପ୍ ଆପ୍ଲିକେସନ୍ ଏହି ଡିଭାଇସ୍‍‌ରେ ବ୍ୟବହାର ହୋଇପାରିବ । ଯଦି ଆପଣ ଏହି ପଲିସି ସେଟିଂ ଅକ୍ଷମ କରନ୍ତି, ତେବେ Clipchamp ଡେସ୍କଟପ୍ ଆପ୍ଲିକେସନ୍ ଅକ୍ଷମ ହେବ