ADMX Viewer
Microsoft.Policies.Clipchamp• Both

ବ୍ୟକ୍ତିଗତ ଏକାଣ୍ଟ୍‍‌ଗୁଡିକ ପାଇଁ Clipchamp କୁ ଅନୁମତି ଦିଅନ୍ତୁ

Download ADMX

ଏହି ପଲିସି ସେଟିଂ ଏହି ମେସିନରେ ବ୍ୟକ୍ତିଗତ ଏକାଉଣ୍ଟ୍‍‌ଗୁଡିକ ପାଇଁ Clipchamp ବ୍ୟବହାର କରିବାକୁ ଅନୁମତି ଦିଏ । ଯଦି ଆପଣ ଏହି ପଲିସି ସେଟିଂ ସକ୍ଷମ କରନ୍ତି କିମ୍ବା ବିନ୍ୟାସ କରନ୍ତି ନାହିଁ, ତେବେ ବ୍ୟକ୍ତିଗତ ଏକାଉଣ୍ଟ୍‍‌ଗୁଡିକ ପାଇଁ Clipchamp ଏହି ଡିଭାଇସ୍‍‌ରେ ବ୍ୟବହାର କରାଯାଇପାରିବ । ଯଦି ଆପଣ ଏହି ପଲିସି ସେଟିଂ ଅକ୍ଷମ କରନ୍ତି, ତେବେ ବ୍ୟକ୍ତିଗତ ଏକାଉଣ୍ଟ୍‍‌ଗୁଡିକ ପାଇଁ Clipchamp ଅକ୍ଷମ ହେବ ।